BREAKING NEWSNEWSODISHAPOLITICSTOP STORIES

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ

ଭୁବନେଶ୍ୱର,୨୦/୪,(ଓଡିଶାଭାସ୍କର) : ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତେବେ ପାଟକୁରାରୁ ୨୦୦୯ ଓ ୨୦୧୪ରେ ବିଧାୟକ ଥିଲେ ବେଦପ୍ରକାଶ ।

ଏହା ସହ ୧୯୭୪ରେ ଉତ୍କଳ କଂଗ୍ରେସର ବିଧାୟକ ଥିଲେ ବେଦପ୍ରକାଶ । ତାପରେ ୧୯୭୭ ଜନତା ପାର୍ଟି ଓ ୧୯୯୦ରେ ଜନତା ଦଳର ବିଧାୟକ ଥିଲେ । ୨୦୦୦ରେ ବିଜେପି ବିଧାୟକ ରୂପେ ବେଦପ୍ରକାଶ ଅଗ୍ରୱାଲ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *