ODISHATOP STORIES

ସାମାନ୍ୟ ବଢ଼ିଛି ତାତି, ଉତ୍ତପ୍ତ ସହରରେ ମାଲକାନଗିରି

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ କେଉଁ ଦିନ ତାତି କମିଯାଉଛି ତ ଆଉ କେଉଁ ଦିନ ତାତି ବଢ଼ିବାରେ ଲାଗିଛି । ଆଜି ୪୦ଡ଼ିଗ୍ରିରେ ଉତ୍ତପ୍ତ ସହର ମାଲକାନଗିରି ଥିବା ବେଳେ ଭୁବନେଶ୍ୱରରେ ୩୭.୭, ବାଲେଶ୍ୱର ଓ ଚାନ୍ଦବାଲି ୩୭.୨, କଟକ ଓ ଭବାନୀପାଟଣା ୩୭ଡିଗ୍ରୀ, ସମ୍ବଲପୁର ୩୬.୪ ଡିଗ୍ରୀ, ବଲାଙ୍ଗିର, ଫୁଲବାଣୀ ଓ ସୋନପୁରରେ ତାତି ୩୬ଡ଼ିଗ୍ରୀ ସେଲସିୟସ ରହିଅଛି ।

Show More

Related Articles

Leave a Reply

Your email address will not be published. Required fields are marked *