fbpx

କୋଭିଡ଼-୧୯କୁ ନେଇ ସ୍ୱତନ୍ତ୍ର ପୋଷ୍ଟକାର୍ଡ଼ ଉନ୍ମୋଚିତ

ଭୁବନେଶ୍ୱର, ୨୬ା୫(ଓଡ଼ିଶା ଭାସ୍କର): କୋଭିଡ଼-୧୯କୁ ନେଇ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି ।୧୦ଜଣ ମହାନ ବ୍ୟକ୍ତିଙ୍କୁ ନେଇ ପିକଚର ପୋଷ୍ଟକାର୍ଡ଼ ମଧ୍ୟ ଉନ୍ମୋଚିତ ହୋଇଛି । ରାଜଭବନରେ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଡାକ ଲଫାପରେ ମାସ୍କ ବ୍ୟବହାର ନେଇ ବାର୍ତ୍ତା ରହିଛି । ପୋଷ୍ଟକାର୍ଡ଼ରେ ୧୦ଜଣ ମହାନ ବ୍ୟକ୍ତିଙ୍କ ତ୍ୟାଗ ଓ ଅବଦାନକୁ ସମ୍ମାନ ଦିଆଯାଇଛି ।

Get real time updates directly on you device, subscribe now.