ELECTION 2019ODISHAPOLITICSTOP STORIES

ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ତିନି କଂଗ୍ରେସ ନେତା

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ଆଜି ଦଳବିରୋଧୀ କାର୍ଯ୍ୟ ପାଇଁ ତିନି କଂଗ୍ରେସ ନେତା ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ନୟାଗଡ଼ର ତିନି କଂଗ୍ରେସ ନେତାଙ୍କୁ ନିଲମ୍ବନ କରିଛନ୍ତି ପିସିସି ସଭାପତି । ରଣପୁରର ଜୋନ-୨୪ ସଭାପତି ବିପିନ ବିହାରୀ ନାୟକ, ରଣପୁରର ଜୋନ-୨୨ ସଭାପତି ରଜନୀକାନ୍ତ ବଳିଆରସିଂହ ଏବଂ ଓଡ଼ଗାଁର ଜୋନ-୩ ସଭାପତି ବିମଳ ଦାଶ ବି ନିଲମ୍ବିତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *