ODISHATOP STORIES

ବୋମା ମାଡ଼ରେ ଜଣେ ମୃତ

ବ୍ରହ୍ମପୁର, ୨୦ା୪(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଗୋପାଳପୁର ଥାନା ବଡ଼ଗୁମୁଳା ଗାଁରେ ବୋମା ମାଡ଼ ହୋଇଥିବାର ଜଣାପଡ଼ିଛି । ପୂର୍ବ ଶତୃତାକୁ କେନ୍ଦ୍ରକରି ବୋମା ମାଡ଼ କରିଛନ୍ତି ଦୁଇ ଦୁବୃତ୍ତ । ଏଥିରେ ସୁଶାନ୍ତ ସାହୁଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଦୁଇ ବାଇକରେ ୪ଦୁବୃତ୍ତ ଆସି ବୋମା ମାଡ଼ କରିଛନ୍ତି । ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମୃତ ସୁଶାନ୍ତ ସାହୁ ନାଁରେ ଏକାଧିକ ମାମଲା ଥିବା ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *