fbpx

ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ

ଭୁବନେଶ୍ୱର,୨୭/୫(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ବଡ ନିଷ୍ପତି ନିଆଯାଇଛି। ରାଜ୍ୟର ୩ଟି ଡିଗ୍ରୀ କଲେଜ ବନ୍ଦ ହେବା ନେଇ ନିଷ୍ପତି ହୋଇଛି। ଏହାସହ ୧୦ଟି କଲେଜର ସ୍ୱୀକୃତି ପ୍ରତ୍ୟାହାର ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.