fbpx

ପୁଣିଥରେ ଆରମ୍ଭ ହେବ ମନ୍ଦିର ଉନ୍ନତି କାମ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଆସନ୍ତା ୨୯ତାରିଖଠାରୁ ଆରମ୍ଭ ହେବ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି କାମ । କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ୨ମାସ ଧରି ବନ୍ଦ ଥିଲା କାର୍ଯ୍ୟ । ସମୀକ୍ଷା ପରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପୂର୍ବଭଳି କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚତୁଃପାଶ୍ୱର୍ ଉଚ୍ଛେଦ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ ।

Get real time updates directly on you device, subscribe now.