fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ କରୋନା!

ନୂଆଦିଲ୍ଲୀ, ୮ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ତାଙ୍କର ସାମାନ୍ୟ ଜ୍ୱର ଓ ଗଳାରେ କଷ୍ଟ ଅନୁଭବ ହେଉଥିବା ଜଣାପଡ଼ିଛି । ଏହାସବୁ କରୋନା ଲକ୍ଷଣ ହୋଇଥିବାରୁ ସେ ଘରେ ସଙ୍ଗରୋଧରେ ରହିଛନ୍ତି । ଆସନ୍ତାକାଲି କେଜରିୱାଲଙ୍କ କରୋନା ପରୀକ୍ଷା କରାଯିବ । ସେ ଗତକାଲି କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ସାମିଲ ଥିବା ବ୍ୟକ୍ତିଙ୍କୁ କାହା ସହ ନ ମିଶିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.