fbpx

ଗଞ୍ଜାମରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଗଂଜାମ, ୧୪/୬(ଓଡିଶା ଭାସ୍କର): ଗଞ୍ଜାମରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ଅଛନ୍ତି ୩ କୋଭିଡ଼୍ ଯୋଦ୍ଧା । ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଚିକିଟିରୁ ୨ , ଶେରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଅନ୍ୟ ଜଣେ ସଂକ୍ରମିତ ସାନଖେମୁଣ୍ଡି ବ୍ଲକରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 

Get real time updates directly on you device, subscribe now.