fbpx

କରୋନା ପାଇଁ ସର୍ବଦଳୀୟ ବୈଠକ

ଦିଲ୍ଲୀ,୧୫/୬: ଦିଲ୍ଲୀ କରୋନା ସ୍ଥିତି ମୁକାବିଲା ପାଇଁ ଗୃହମନ୍ତ୍ରାଳୟ ଡାକିଲା ସର୍ବଦଳୀୟ ବୈଠକ । ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ବିଏସ୍‌ପି ଏଥିରେ ହେବେ ସାମିଲ ହେବେ। କିପରି ମହାମାରୀକୁ ହରାଯିବ, ସେନେଇ ବୈଠକରେ ଆଲୋଚନା ହେବ।
ତେବେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାରକୁ ବୃଦ୍ଧି ପାଇଥିବା ବେଳେ ପ୍ରାୟ ୧୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।

Get real time updates directly on you device, subscribe now.