HOLLYWOODNEWSTOP STORIES

ଫ୍ରାନ୍ସରେ ଆଜିଠାରୁ କାନସ ଫିଲ୍ମ ଫେଷ୍ଟିଭାଲ୍, ପ୍ରଦର୍ଶିତ ହେବ ଓଡିଶାର ‘ସ୍ୱାହା’

ଫ୍ରାନ୍ସ,୧୪ ।୫: ଫ୍ରାନ୍ସରେ ଆଜିଠାରୁ ଆରମ୍ଭ ହୋଇଯାଇଛି ୧୨ ଦିନିଆ କାନସ ଚଳଚ୍ଚିତ୍ର ମହୋତ୍ସବ । ଏହି ମହୋତ୍ସବରେ ପ୍ରଥମେ ପ୍ରଦର୍ଶିତ ହେବ ଆମେରିକୀୟ ଚଳଚ୍ଚିତ୍ର ‘ଦି ଡେଡ୍ ଡୁ ନଟ୍ ଡାଇ’ । ତେବେ ଏହି ଉତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି ଓଡିଆ ନିର୍ଦ୍ଦେଶକ ଶିଶିର ସାହୁଙ୍କ ସ୍ୱାହା ଚଳଚ୍ଚିତ୍ର, ଯାହାକି ଓଡିଆ ସିନେମା ଜଗତ ପାଇଁ ଗର୍ବର ବିଷୟ ।

Show More

Related Articles

Leave a Reply

Your email address will not be published. Required fields are marked *