NATIONALNEWSTOP STORIES

ସରକାରଙ୍କ ବିରୋଧରେ ଭାଷଣ ଦେବା ପଡ଼ିଲା ମହଙ୍ଗା: ହାଫିଜ ସୟିଦର ଶାଳକ ଅବଦୁଲ ରେହମାନ ଗିରଫ

ନୂଆଦଲ୍ଲୀ, ୧୫ା୫: ପାକିସ୍ତାନରେ ସରକାରଙ୍କ ବିରୋଧରେ ଭାଷଣ ଦେଇ ଗିରଫ ହୋଇଛି ବିଶ୍ୱ ଆତଙ୍କବାଦୀ ହାଫିଜ ସୟିଦର ଶାଳକ ଅବଦୁଲ ରେହମାନ । ଅବଦୁଲ ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାୱା ସହ ସଂପୃକ୍ତ ଥିଲା । ଅବଦୁଲ ରେହମାନ ଓରଫ ମାକି ମୁଣ୍ଡରେ ଥିଲା ପ୍ରାୟ ୧୩କୋଟି ଟଙ୍କାର ପୁରଷ୍କାର । ୨୬ା୧୧ ମୁମ୍ବାଇରେ ହୋଇଥିବା ଆକ୍ରମଣରେ ମୋଷ୍ଟ ୱାଣ୍ଟେଡ଼ ଥିଲା ଅବଦୁଲ । ମହାରାଷ୍ଟ୍ର ପୁଣେର ଜର୍ମାନ ବେକେରୀ ବିସ୍ଫୋରଣରେ ବି ସେ ସଂପୃକ୍ତ ଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *