NEWSODISHATOP STORIES

ଦୁଇଟି ବୋମା ନିଷ୍କ୍ରିୟ କଲେ ସିଆରପିଏଫ ଯବାନ

କଳାହାଣ୍ଡି,୧୬/୫ : କଳାହାଣ୍ଡି ଜିଲ୍ଲା ତ୍ରିଲୋଚନପୁରରେ ପୁଣି ମାତିଛନ୍ତି ମାଓବାଦୀ । ସୂଚନା ଅନୁସାରେ, ସିଆରପିଏଫ ଯବାନ କରୁଥିବା କମ୍ବିଂ ଅପରେସନକୁ ଟାର୍ଗେଟ କରି ମାଓବାଦୀମାନେ ଦୁଇଟି ବୋମା ରଖିଥିଲେ । ମାତ୍ର ସେମାନଙ୍କ ଉଦ୍ଦେଶ୍ୟକୁ ପଣ୍ଡ କରିଦେଇଛନ୍ତି ସିଆରପିଏଫ ଯବାନ । ଦୁଇଟି ଯାକ ବୋମାକୁ ସେମାନେ ନିଷ୍କ୍ରିୟ କରିଦେଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ବାତୁଳା ଗଙ୍ଗାଧର ।

Show More

Related Articles

Leave a Reply

Your email address will not be published. Required fields are marked *