BUSINESSNEWSODISHATOP STORIES

ବଢିଲା ଜିଏସଟି ରିଟର୍ଣ୍ଣ କରିବାର ଅବଧି

ଭୁବନେଶ୍ୱର,୧୬/୫,(ଓଡିଶାଭାସ୍କର) : ବଢିଲା ଜିଏସଟି ରିଟର୍ଣ୍ଣ କରିବାର ଅବଧି । ବାତ୍ୟା ଫୋନିରେ ବିଶେଷ ଭାବରେ ପ୍ରଭାବିତ ହୋଇଥିବା ୧୪ ଜିଲ୍ଲାରେ ଏହାର ଅବଧି ବଢାଯାଇଛି ସୂଚନା ମିଳିଛି । ଜିଏସଟିଆର-୧ ପାଇଁ ଜୁନ ୧୦ ପର୍ଯ୍ୟନ୍ତ ଅବଧି ବଢିଥିବା ବେଳେ ଜିଏସଟିଆର-୩ବି ପାଇଁ ଜୁନ ୨୦ ତାରିଖ ଯାଏଁ ଅବଧି ବଢିଛି । ସେହିଭଳି ଇପିଏଫ ପାଇଁ ମଧ୍ୟ ଜୁନ ୨୦ ତାରିଖ ଯାଏଁ ଅବଧି ବଢିଥିବା ବେଳେ ଇଏସଆଇ ପାଇଁ ଅବଧି ଜୁନ ୧୫ ତାରିଖ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *