NEWSODISHATOP STORIES

ଫୋନି ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ସମ୍ବାଦ ଗ୍ରୁପ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲା ୫୦ଲକ୍ଷ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼ ବାତ୍ୟା ଫୋନି ଓଡ଼ିଶାର ଉପକୂଳବର୍ତ୍ତୀରେ ତାଣ୍ଡବ ରଚିବା ପରେ ସେଥିରେ ପ୍ରଭାବିତ ହୋଇଥିଲା କେତେକ ଅଞ୍ଚଳ । ପ୍ରଭାବିତ ଅଞ୍ଚଳରେ ପ୍ରଭାବିତଙ୍କ ପାଇଁ ଚାରିଆଡ଼ୁ ସହାୟତାର ସୁଅ ଛୁଟିବା ବେଳେ ସେଥିରୁ ବାଦ ପଡ଼ି ନାହାନ୍ତି ସମ୍ବାଦ ଗ୍ରୁପ । ପ୍ରଭାବିତମାନଙ୍କ ପାଇଁ ସହାୟତାର ହାତ ବଢ଼ାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ଲକ୍ଷ ଅର୍ଥ ରାଶି ପ୍ରଦାନ କରିଛନ୍ତି ସମ୍ବାଦ ଗ୍ରୁପ ।

Show More

Related Articles

Leave a Reply

Your email address will not be published. Required fields are marked *