NEWSODISHATOP STORIES

ଫୋନି କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ରକୁ ଦିଆଯିବ ମେମୋରାଣ୍ଡମ : ଏସଆରସି

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ସାମୁଦ୍ରିକ ଝଡ଼ ଫୋନି ଓଡ଼ିଶାରେ ତାଣ୍ଡବ ରଚିବା ପରେ ବହୁ କ୍ଷୟକ୍ଷତି ହୋଇଥିଲା । ଫୋନିରେ କ୍ଷୟକ୍ଷତି ନେଇ ୨୨ସୁଦ୍ଧା ସମସ୍ତ କ୍ଷୟକ୍ଷତିର ଆକଳନ କରାଯିବ । କ୍ଷୟକ୍ଷତିର ଆକଳନ ପରେ କେନ୍ଦ୍ରକୁ ଦିଆଯିବ ମେମୋରାଣ୍ଡମ । ସମୀକ୍ଷା ବୈଠକ ପରେ ଏନେଇ ଏସଆରସି ବିଷ୍ଣୁପଦ ସେଠି ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *