NEWSODISHATOP STORIES

ପରଲୋକରେ ତଳସରାର ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନ

ସୁନ୍ଦରଗଡ,୧୬/୫ : ସୁନ୍ଦରଗଡର ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ ହୋଇଯାଇଛି । ରାଉରକେଲାର CWS ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ଗଙ୍ଗାଧରଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *