NEWSODISHATOP STORIES

ମାଓବାଦୀଙ୍କ ଉଗ୍ର ରୂପ, ଉଡାଇଲେ ପଞ୍ଚାୟତ ଅଫିସ

ମାଲକାନଗିରି,୧୮/୫ : ପୁଣି ମାତିଲେ ମାଓବାଦୀ । ନିଜର ଉଦ୍ଦେଶ୍ୟକୁ ପୁରଣ କରିବାକୁ ଯାଇ ଦିନକୁ ଦିନ ସକ୍ରିୟ ହେଉଛନ୍ତି ମାଓବାଦୀ । ସବୁବେଳେ କିଛି ନା କିଛି ଉନ୍ମତ୍ତ କାଣ୍ଡ ରଚାଇ କେଉଁଠି କାହାକୁ ହତ୍ୟା କରୁଛନ୍ତି ତ ଆଉ କେଉଁଠି ଗାଡି ପୋଡି ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରୁପାଲି ପଞ୍ଚାୟତରେ କାଣ୍ଡ ଘଟାଇଛନ୍ତି । କାଣ୍ଡ ସ୍ୱରୂପ ସେମାନେ ଟେମୁରୁପାଲି ପଞ୍ଚାୟତ କାର୍ଯ୍ୟାଳୟ ଉଡାଇ ଦେଇଛନ୍ତି । ପ୍ରାୟ ୩୦ରୁ ଅଧିକ ମାଓବାଦୀ ଏଭଳି କରିଥିବା ଅନୁମାନ କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *