NATIONALNATIONAL NEWSNEWSTOP STORIES

ବାବା କେଦାରନାଥ ପୀଠରେ ମୋଦୀ, ଗୁମ୍ପାରେ କରିବେ ଧ୍ୟାନ

ନୂଆଦିଲ୍ଲୀ,୧୮ ।୫: ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାବା କେଦାରନାଥଙ୍କ ପୀଠରେ ପହଞ୍ଚିଛନ୍ତି । କେଦାରନାଥ ମନ୍ଦିରେ ପୂର୍ଜାଚ୍ଚନା ସରିବା ପରେ ୧୯ ମେ’ କୁ ବଦ୍ରିନାଥ ଯାତ୍ରା କରିବେ ମୋଦୀ ।

ତେବେ କେଦାରନାଥରେ ପହଞ୍ଚି ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଛନ୍ତି ମୋଦୀ । ଏହା ପରେ ସେ ଗୁମ୍ପାରେ ଧ୍ୟାନ କରିବେ । ମୋଦୀଙ୍କ ଯାତ୍ରାକୁ ନେଇ ଶ୍ରଦ୍ଧାଳୁମାନେ ମଧ୍ୟ ବେଶ ଉତ୍ସାହୀ ଅଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *