BREAKING NEWSNEWSODISHATOP STORIES

ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫୋନିର କ୍ଷୟକ୍ଷତି ନେଇ କରିବେ ଅନୁଧ୍ୟାନ

ପୁରୀ,୧୮ ।୫(ଓଡିଶା ଭାସ୍କର): ଫୋନିରେ ଶ୍ରୀମନ୍ଦିରରେ କ୍ଷୟକ୍ଷତି ନେଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ‘ବାତ୍ୟା କ୍ଷୟକ୍ଷତି ପରେ ମରାମତି କାମ ଜୋରସୋରରେ ଚାଲିଛି । ଜୁନ୍ ୧୬ ସୁଦ୍ଧା ଶ୍ରୀମନ୍ଦିର ମରାମତି କାମ ସରିବ । ମରାମତି କାମ ନେଇ ଏଏସଆଇ କର୍ତ୍ତୁପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।’

Show More

Leave a Reply

Your email address will not be published. Required fields are marked *

Related Articles