ASTROLOGY

ରାଶିଫଳ, ରବିବାର, ମେ ୧୯, ୨୦୧୯

ମେଷ – ଶୁଭ ଚନ୍ଦ୍ର ଶୁଭାର୍ଶୀବାଦରେ ବ୍ୟବସାୟ ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ । ପାରିବାରିକ ଶାନ୍ତି ମିଳିବ । ଗୃହକୁ ନୂତନ ଗୃହୋପେଯିଗି ଦ୍ରବ୍ୟ କ୍ରୟ କରିବେ । ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଉପକୃତ ହେବେ ।

ବୃଷ – ଅଶୁଭ ଚନ୍ଦ୍ର ଚଳନ ହେତୁ ଶାରୀରିକ ଅସୁସ୍ଥତା ସହିତ ମାନିସୀକ ଦୁଃଶ୍ଚିନ୍ତା ବଢିବ । ଅର୍ଥଚିନ୍ତା ଦୁଇଗୁଣିତ ହେବ, ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ, ଶତ୍ରୁମାନେ ଅସୁବିଧାରେ ପକାଇବେ ।

ମିଥୁନ- ଶୁଭ ଚନ୍ଦ୍ର ଚଳନ ହେତୁ ନୁତନ ଅଧିନସ୍ଥ କର୍ମଚାରିର ସହଯୋଗରେ ସ୍ଥାନ, ମାନ, ଧନ ମିଳିବ । ଅର୍ଥ ଚିନ୍ତା ଦୂର ହେବ । ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ । ତଥାପି ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ ।

କର୍କଟ – ଶୁଭଚନ୍ଦ୍ରର ଶୁଭାର୍ଶୀବାଦରେ ସମାଜରେ ନିଜର୦ ୦ପର୦୧..ିଚୟ ବଢିବ, ପ୍ରିୟ ବ୍ୟକ୍ତି ସହଯୋଗ କରିବେ, କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ଜୀବନସାଥିର ଆନ୍ତରିକ ସହଯୋଗରେ ନିବିଡତା ବଢିବ ।

ସିହଂ- ଶୁଭ ଚନ୍ଦ୍ର ଚଳନ ହେତୁ ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, କର୍ମକ୍ଷେତ୍ରରେ ମାନ ବୃଦ୍ଧି ହେବ, ଶରୀର ନିରୋଗ ରହିବ । ମହିଳାମାନେ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ ।

କନ୍ୟା – ଅଶୁଭ ଚନ୍ଦ୍ର ଚଳନ ହେତୁ ଅର୍ଥ ଓ ସୁଖ ନାଶ, କମକ୍ଷେତ୍ରରେ ଅସନ୍ତୋଷ, ପରିବାର ସଦସ୍ୟଙ୍କଠାରୁ ଅସହଯୋଗ ଓ ବ୍ୟବସାୟରେ କ୍ଷତି ସହିବେ । ମହିଳାମାନେ ପତି ପରାୟଣା ହେବେ ।

ତୁଳା – ଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ଶୁଭ ସମୟର ସଦୁପଯୋଗ କରନ୍ତୁ ।

ବିଛା – ଶୁଭ ଚନ୍ଦ୍ର ଚଳନ ହେତୁ ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, କର୍ମକ୍ଷେତ୍ରରେ ମାନ ବୃଦ୍ଧି ହେବ, ଶରୀର ନିରୋଗ ରହିବ । ମହିଳାମାନେ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ ।

ଧନୁ – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ ।

ମକର – କର୍ମକ୍ଷେତ୍ରରେ ପ୍ରତିପତି ବୃଦ୍ଧି ହେବ, ସମସ୍ତ କ୍ଷେତ୍ରରେ ଆତ୍ମସନ୍ତୋଷ ମିଳିବ, ଶରୀର ନିରୋଗ ରହିବ, ନୁତନ କର୍ମ ସଂସ୍ଥାନର ଶୂଭାରମ୍ଭ ହେବ ।

କୁମ୍ଭ – ଶୁଭ ଚନ୍ଦ୍ରର ଶୁଭାର୍ଶୀବାଦରେ ଅଟକ ଥିବା କାମ ପୁରଣ ହେବ, ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ, ଅର୍ଥ ଚିନ୍ତା ଦୂର ହେବ, ସ୍ଥାନ, ମାନ, ଧନ ମିଳିବ ।

ମୀନ – ଶୁଭ ଚନ୍ଦ୍ରର ଶୁଭଦୃଷ୍ଟି ବଳରେ ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ, ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ, ପାରିବାରିକ ଶାନ୍ତି ମିଳିବ ।

Show More

Leave a Reply

Your email address will not be published. Required fields are marked *

Related Articles