BREAKING NEWSNEWSODISHATOP STORIES

ଆସନ୍ତାକାଲି ସକାଳ ୯ଟା ସମୟରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

କଟକ, ୨୦ା୫ (ଓଡ଼ିଶା ଭାସ୍କର): ଆସନ୍ତାକାଲି ସକାଳ ୯ଟା ସମୟରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଫଳ ପ୍ରକାଶନ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆର ବେଗମ ସୂଚନା ଦେଇଛନ୍ତି । ୯ଟାରେ ଫଳ ପ୍ରକାଶ ପାଇବା ପରେ ୧୧ଟାରୁ ପରୀକ୍ଷା ଫଳ ୱେବସାଇଟରେ ଉପଲବ୍ଧ ହେବ । ଦୁଇ ୱେବସାଇଟ ହେଉଛି www.bseodisha.ac.in , www.bseodisha.nic.in ଯେଉଁ ଅଞ୍ଚରେ ଇଣ୍ଟରନେଟର ସୁବିଧା ନାହିଁ ସେଠାକାର ଛାତ୍ରଛାତ୍ରୀମାନେ ଏସଏମସ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ବୋଲି ବୋର୍ଡ଼ ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । OR10 <ରୋଲ ନମ୍ବର> କୁ ୫୬୭୬୭୫୦କୁ ମେସେଜ କରି ମଧ୍ୟ ଆପଣ ରେଜଲ୍ଟ ଜାଣିପାରିବେ ।

Show More

Leave a Reply

Your email address will not be published. Required fields are marked *

Related Articles