BREAKING NEWSNEWSODISHATOP STORIES

ନିର୍ଦ୍ଧାରିତ ସମୟ ପୂର୍ବରୁ ୱେବସାଇଟରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ବୋର୍ଡ଼ କାର୍ଯ୍ୟାଳୟରେ ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଦିନ ୧୧ଟାରେ ୱେବସାଇଟରେ ଉପଲବ୍ଧ ହୋଇଥାନ୍ତା ମାଟ୍ରିକ ପରୀକ୍ଷା ଫଳ କିନ୍ତୁ ନିର୍ଦ୍ଦାରିତ ସମୟ ପୂର୍ବରୁ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ୱେବସାଇଟ ହେଉଛି www.bseodisha.ac.in , www.bseodisha.nic.in ।

Show More

Leave a Reply

Your email address will not be published. Required fields are marked *

Related Articles