NATIONALNATIONAL NEWSNEWSTOP STORIES

ଉଗ୍ରବାଦୀ ଆକ୍ରମଣରେ ବିଧାୟକଙ୍କ ସହ ୧୧ ମୃତ

ଅରୁଣାଚଳ ପ୍ରଦେଶ,୨୧ ।୫: ନିର୍ବାଚନୀ ଫଳ ବାହାରିବାକୁ ଆଉ ଦିନ ଗୋଟିଏ ଥିବା ବେଳେ ଅରୁଣାଚଳ ପ୍ରଦେଶରେ ଦେଖାଦେଇଛି ଉଗ୍ରବାଦୀ ଆକ୍ରମଣ । ଉଗ୍ରବାଦୀଙ୍କ ଏହି ଆକ୍ରମଣରେ ବିଧାୟକଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ନିଜ ପରିବାର ସହ ବିଧାୟକ ତିରୋଙ୍ଗ ଆବୋହ ମୃତ୍ୟୁବରଣ କରିଛନ୍ତି । ତେବେ ଏନପିପିର ବିଧାୟକ ଥିଲେ ତିରୋଙ୍ଗ ଆବାହ ।

Show More

Leave a Reply

Your email address will not be published. Required fields are marked *

Related Articles