NEWSODISHAPOLITICSTOP STORIES

ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂଦେଓଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ବଲାଙ୍ଗିର,୨୧/୫ : ଆଜି ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂଦେଓଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ବଲାଙ୍ଗିର ଜିଲ୍ଲାର ସୁବର୍ଣ୍ଣପୁର ଖମସାରିପାଲି ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଆସୁଥିବା ସମୟରେ କେଭିଙ୍କ ଗାଡି ଦୁର୍ଭାଗ୍ୟବଶତଃ ଆଉ ଏକ ଗାଡିକୁ ଧକ୍କା ଦେଇଥିଲା । ମାତ୍ର ଅଳ୍ପକେ ବର୍ତ୍ତିଯାଇଥିଲେ କେଭି ଓ ତାଙ୍କ ଡ୍ରାଇଭର ।

Show More

Leave a Reply

Your email address will not be published. Required fields are marked *

Related Articles