ODISHATOP STORIESWEATHER

ତାତିରୁ ନାହିଁ ନିସ୍ତାର, ଉତ୍ତପ୍ତ ସହରରେ ଟିଟିଲାଗଡ

ଭୁବନେଶ୍ୱର,୨୧ ।୫(ଓଡିଶା ଭାସ୍କର): ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୪୦ ଡିଗ୍ରୀ ତାପମାତ୍ରା ଉପରେ ରହିଛି ୧୧ଟି ସହର । ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡର ତାପମାତ୍ରା ୪୫ ଡିଗ୍ରୀକୁ ବୃଦ୍ଧି ପାଇଛି । ଏହା ସହ ଝାରସୁଗୁଡା ୪୩.୮, ବଲାଙ୍ଗୀର ୪୩.୬, ସମ୍ବଲପୁର ୪୩.୪, ସୋନପୁର ୪୩.୨, ଭବାନୀପାଟଣାରେ ୪୩, ତାଳଚେରରେ ୪୨.୫, ହୀରାକୁଦରେ ୪୨.୪ ଓ ସୁନ୍ଦରଗଡରେ ୪୨ ଡିଗ୍ରୀ ରହିଛି । ଏହା ସହ ମାଲକାନଗିରିରେ ୪୨, ଭୁବନେଶ୍ବରରେ ୩୭, କଟକରେ ୩୬.୮ ଓ ଅନୁଗୁଳରେ ୪୦.୭ ଡିଗ୍ରୀ ତାପମାତ୍ରା ରହିଛି ।

Show More

Leave a Reply

Your email address will not be published. Required fields are marked *

Related Articles