NEWSODISHATOP STORIES

ଫୋନି ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲା ଓଡିଶା ପୋଲିସ

ଭୁବନେଶ୍ୱର,୨୨/୫,(ଓଡିଶାଭାସ୍କର) : ବାତ୍ୟା ଫୋନିକୁ ଆଜି ୨୦ ଦିନ ବିତିଯାଇଥିଲେ ହେଁ, ଠିକ ହୋଇନାହିଁ ଫୋନି ପ୍ରଭାବିତଙ୍କ ଅବସ୍ଥା । ଆଜି ବି କେତେ ଅଞ୍ଚଳରେ ପାଣି ଓ ବିଜୁଳି ପାଇଁ କ୍ଷତିଗ୍ରସ୍ତ ଲୋକେ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି । ଏଥିପାଇଁ ବିଭିନ୍ନ ଆଡୁ ଓଡିଶାକୁ ସହାୟତା ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ପୋଲିସ ବାତ୍ୟା ପ୍ରଭାବିତଙ୍କୁ ସହାୟତା ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ୬୧ ଲକ୍ଷ ୬୧ ହଜାର ୪୧୨ ଟଙ୍କା ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢିଙ୍କୁ ଡିଜିପି ଆର.ପି ଶର୍ମା ଏହି ଚେକ୍ ପ୍ରଦାନ କରିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles