NATIONALNEWSTOP STORIES

ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଭାବନା କଣ୍ଠ

ନୂଆଦିଲ୍ଲୀ,୨୨/୫ : ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ଆଜି ପାଦ ଥାପିଛନ୍ତି ଭାବନା କଣ୍ଠ । ଲଢୁଆ ବିମାନରେ ନିଜର ମିଶନ ଆରମ୍ଭ କରିବା ପାଇଁ ସେ ସଂପୂର୍ଣ୍ଣ ଯୋଗ୍ୟତା ହାସଲ କରି ପ୍ରଥମ ମହିଳା ଫାଇଟର ପାଇଲଟ ବନିବାର ସୁଯୋଗ ପାଇଛନ୍ତି । ମିଗ୍-୨୧ ବାଇସନ ବିମାନ ଚଢି ସେ ଆଜି ନିଜର ଅପରେସନାଲ ସିଲାବସ ପୂରା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାବନା ୧୭ରେ ଫାଇଟର ସ୍କ୍ୱାର୍ଡନ ଓ ମାର୍ଚ୍ଚ ୧୮ରେ ମିଗ୍-୨୧ ବାଇସନରେ ଉଡାଣ ଭରିଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles