NEWSODISHAPOLITICSTOP STORIES

କଂଗ୍ରେସ ପ୍ରାର୍ଥୀଙ୍କୁ ଗୁଳିମାଡ

ଗଞ୍ଜାମ,୨୨/୫ : ଗଞ୍ଜାମ,୨୨/୫ : ନିର୍ବାଚନ ଫଳାଫଳ ପ୍ରକାଶର କିଛି ଘଣ୍ଟା ପୂର୍ବରୁ କଂଗ୍ରେସର ଆସ୍କା ବିଧାନସଭା ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିମାଡ ହୋଇଛି । ମନୋଜଙ୍କ ସମେତ ତାଙ୍କ ସହଯୋଗୀ ସନ୍ତୋଷ ଉପରକୁ ମଧ୍ୟ ଆକ୍ରମଣ କରାଯାଇଛି । ତେବେ ଗଞ୍ଜାମ ଜିଲ୍ଲା ବିଏନପୁର ଥାନା ଅନ୍ତର୍ଗତ ଅକ୍ସଫୋର୍ଡ ସ୍କୁଲ ସାମ୍ନାରେ ତାଙ୍କ ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୪ ଜଣ ଦୁର୍ବୃତ୍ତ ଏହି କାଣ୍ଡ କରିଥାଇପାରନ୍ତି ବୋଲି ଅନୁମାନ କରାଯାଇଛି ।

Show More

Leave a Reply

Your email address will not be published. Required fields are marked *

Related Articles