fbpx

ୱେଷ୍ଟଇଣ୍ଡିଜ ଆଗରେ ୩୮୮ ରନର ଟାର୍ଗେଟ

ବିଶାଖପାଟଣା, ୧୮ା୧୨: ବିଶାଖ ପାଟଣା ଏସିଏ-ବୀଡ଼ିସିଏ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଇଛି । ୱେଷ୍ଟଇଣ୍ଡିଜ ଆଗରେ ବିଜୟ ଲକ୍ଷ୍ୟ ୩୮୮ରନ୍ ରଖିଛି ଭାରତ । ନିର୍ଦ୍ଧାରିତ ୫୦ ଓଭରରେ ଭାରତର ସ୍କୋର ୩୮୭/୫ । ରୋହିତ ଶର୍ମା ଓ କେ.ଏଲ.ରାହୁଲ ଦମଦାର ଶତକ କରିଛନ୍ତି । ରୋହିତ ୧୫୯ କରିଥିବା ବେଳେ ରାହୁଲ ୧୦୨ ରନ କରିଛନ୍ତି । ସେହିପରି ଆୟର୫୩, ପନ୍ତ ୩୯ ଓ ଯାଦବ ୧୬ରନ କରିଛନ୍ତି । ଟସ୍ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ ।

Get real time updates directly on you device, subscribe now.