GLOBESPORTSTOP STORIES

ପ୍ରଥମ ଟି-20 ରେ ଶ୍ରୀଲଙ୍କା ବିଜୟୀ

ତ୍ରୀରାଷ୍ଟ୍ରୀୟ ସୀରିଜ୍ ର ପ୍ରଥମ ମ୍ୟାଚ ରେ ଘୋରୋଈ ସିଂଘଳୀ ଦଳ ଭ୍ରମଣକାରି ଭାରତକୁ ଶୋଚନିୟ ଭାବେ ପରାସ୍ତ କରି ବିଜୟର ଖାତା ଖୋଲିଛି I ଟଚ୍ ହାରି ଭାରତ ପ୍ରଥମେ ୨୦ ଓଭରରେ ୫ୱିକେଟ ହରାଇ ୧୭୪ରନ୍ କରିବାରେ ସମର୍ଥ ହୋଇଥିଲା I ଜବାବରେ ଶ୍ରୀଲଙ୍କା ନିର୍ଧାରିତ ଓଭରରୁ ୯ଟି ବଲ ବାକି ଥାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା I ଦଳ ପକ୍ଷରୁ କେ ପେରେରା ସର୍ବାଧିକ ୬୬ରନ୍ କରିଥିଲେ I ଏହା ପରେ ଭାରତ ବଙ୍ଗଳା ସହ ତାର ଦିତୀୟ ମ୍ଯାଚ୍ ଖେଳିବ I

Show More

Related Articles

Leave a Reply

Your email address will not be published. Required fields are marked *

Close