NEWSODISHATOP STORIES

ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିଲେ ବଡଭାଇ ପ୍ରେମ ପଟ୍ଟନାୟକ

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆଜି ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ଏହି ଶପଥ ଗ୍ରହଣ ଉତ୍ସବରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ନେତା ଯୋଗ ଦେବାକୁ ଆସିଥିବା ବେଳେ ସେଠାରେ ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ତାଙ୍କ ପୁଅ ଅରୁଣ ପଟ୍ଟନାୟକ ଆସି ପହଞ୍ଚିଛନ୍ତି । ଏହା ସହ ପୁନିତ ଡାଲମିଆ, ରୁଦ୍ର ଚାଟାର୍ଜି, ଗୋପୀ ଚାନ୍ଦ, ପି.ଭି ଭେଙ୍କଟ ଓ ପ୍ରଭୁ ଚାୱଲା ଆଦି ଆସି ପହଞ୍ଚିଛନ୍ତି । ତେବେ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Show More

Leave a Reply

Your email address will not be published. Required fields are marked *

Related Articles