ELECTION 2019NATIONALPOLITICSTOP STORIES

ଶେଷ ହେଲା ମୋଦି ସାହା ବୈଠକ, ଜାଣନ୍ତୁ ମୋଦିଙ୍କ ଟିମରେ କିଏ ହେବେ ସାମିଲ : କାହା କାହା ପାଖକୁ ଗଲା PMO ରୁ ଫୋନକଲ

ଅପରାହ୍ନ ସାଢେ ୪ଟାରେ ସାଂସଦଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୩୦/୫: ଆଉ କିଛି ସମୟରେ ପ୍ରତୀକ୍ଷା । ଦ୍ଵିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ କିଏ ରହିବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ପୁଣିଥରେ ସୁଷମା ସ୍ୱରାଜଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ନରେନ୍ଦ୍ର ମୋଦୀ । ଏହି କ୍ରମରେ ବର୍ତମାନ ସମୟରେ ଗୋଟେ ପରେ ଗୋଟେ ନେତାଙ୍କ ପାଖକୁ ଫୋନ କଲ ଯିବାରେ ଲାଗିଛି । ଏହି କ୍ରମରେ ଅର୍ଜୁନରାମ ମେଘାୱାଲ ଙ୍କ ପାଖକୁ ପ୍ରଥମ ଫୋନକଲ ଯାଇଥିବା ନେଇ ଖବର ପ୍ରକାଶ ପାଇଛି । ସେହିପରି ମୁକ୍ତାର ଆବାସ ନକଭି

ଜିତେନ୍ଦ୍ର ସିଂ

ରାମଦାସ ଅଠାୱାଲ

ବାବୁଲ ସୁପ୍ରିଓ

ନିର୍ମଳା ସୀତାରମଣ

ସଦାନନ୍ଦ ଗୈାଡା

ଧର୍ମେନ୍ଦ୍ର ପ୍ରଧାନ

ପ୍ରକାଶ ଯାଭେଦକର

ରାଜ୍ୟବର୍ଧନ ସିଂ ରାଠୋର

ରବିଶଙ୍କର ପ୍ରସାଦ

ପୀୟୂଷ ଗୋଏଲ

ନରେନ୍ଦ୍ର ସିଂ ତୋମର

ରାଜନାଥ ସିଂ

ସୁରେଶ ଆଙ୍ଗଡି

ରାମବିଳାସ ପାସୱାନ

ପ୍ରହଲ୍ଲାଦ ସିଂ ପଟେଲ

କିରଣ ରିଜ୍ଜୁ

ସ୍ମୃତି ଇରାନୀ

ଜିତେନ୍ଦ୍ର ସିଂ

ହରସିମରତ କୌର

ପ୍ରହଲ୍ଲାଦ ଯୋଶୀ

ସନ୍ତୋଷ ଗଙ୍ଗୱାର

ନିତ୍ୟାନନ୍ଦ ରାୟ

କୈଳାସ ଚୌଧୁରୀ

ଅନୁପ୍ରିୟା ପଟେଲ

କିଷନପାଲ ଗୁର୍ଜର

ଗିରିରାଜ ସିଂ

ସାଧବ୍ୱୀ ନିରଞ୍ଜନ ଜ୍ୟୋତି

ପୁରୁଷୋତ୍ତମ ରୂପାଲା

ଜି.କିଷନ ରେଡ୍ଡୀ

ଅଶୋକ ଚନ୍ଦ୍ର ଗେହଲଟ

ମନସୁଖ ମାଣ୍ଡବ୍ୟା

ନିତିନ ଗଡକରୀ

ସୁଷମା ସ୍ୱରାଜ

ଅରବିନ୍ଦ ସାୱନ୍ତ

ଆର.କେ ସିଂ

ରାମଚନ୍ଦ୍ର ପ୍ରସାଦ ସିଂ

ରାଓ ଇନ୍ଦ୍ରଜିତ ସିଂ

ରମେଶ ପୋଖରୀଆଲ ନିଶଙ୍କ

ସୋମ ପ୍ରକାଶ

ଗଜେନ୍ଦ୍ର ସିଂ ଶେଖାବତ

ସଞ୍ଜୟ ଧୋତ୍ରେ

ସଞ୍ଜିବ ବଲିୟାନ

ଭିକେ ସିଂ

ମହେଶ ଶର୍ମା

ଅର୍ଜୁନ ମୁଣ୍ଡା

ଦେବାଶ୍ରୀ ଚୌଧୁରୀ

ସୁବ୍ରତ ପାଠକ

ହରଦୀପ ସିଂ ପୁରୀ

ମୁଖତାର ଆବାସ

ରବୀନ୍ଦ୍ର ନାଥଙ୍କ ପାଖକୁ PMOରୁ ଫୋନ କଲ ଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

 

Show More

Leave a Reply

Your email address will not be published. Required fields are marked *

Related Articles