ENTERTAINMENTNEWSTOP STORIES

ବିଗ୍ ବି ଅମିତାଭଙ୍କ ଟ୍ୱିଟର ଆକାଉଣ୍ଡ ହ୍ୟାକ

ମୁମ୍ବାଇ,୧୧/୦୬ : ବିଗ୍ ବି ଅମିତାଭ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିବା ସୂଚନା ମିଳିଛି । ଅମିତାଭଙ୍କ ପ୍ରୋଫାଇଲରେ ଅମିତାଭଙ୍କ ଫଟୋ ବଦଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରକାଶ ପାଇବା ପରେ ମୁମ୍ବାଇ ପୁଲିସ ସାଇବର ସେଲର ଖୋଳତାଡ ଆରମ୍ଭ କରିଛି । କିଛିଦିନ ପୂର୍ବେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପରଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା ।

Show More

Leave a Reply

Your email address will not be published. Required fields are marked *

Related Articles