BREAKING NEWSODISHATOP STORIES

ରଥଯାତ୍ରା ପାଇଁ ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ,୧୧/୦୬ : ଶୃଙ୍ଖଳିତ ରଥଯାତ୍ରା ସଂପାଦନ ପାଇଁ ଆଜି ପୁରୀରେ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଛି । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସ୍ନାନ ଯାତ୍ରାରୁ ଆରମ୍ଭ କରି ନୀଳାଦ୍ରି ବିଜେ ଯାଏ ହେବାକୁ ଥିବା ସମସ୍ତ ନୀତି ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏହାଛଡା ରଥଯାତ୍ରାର ସିଧାପ୍ରସାରଣ ପାଇଁ ବିଡିଂ ନେଇ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

Show More

Leave a Reply

Your email address will not be published. Required fields are marked *

Related Articles