BREAKING NEWSNEWSODISHATOP STORIES

୬ ବର୍ଷ ପରେ ଆସିବ ନୂଆ କୃଷି ନୀତି: ଚାଷୀଙ୍କ ଆୟ ବୃଦ୍ଧି ଉପରେ ରହିବ ଫୋକସ୍

ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ୨୦୧୩ କୃଷି ନୀତିରେ ସଂଶୋଧନ କରି ଆସିବ ନୂଆ କୃଷି ନୀତି । ନୂଆ କୃଷି ସଂଶୋଧିତ ନୀତିରେ ଚାଷୀଙ୍କ ଆୟ ବୃଦ୍ଧି ଉପରେ ରହିବ ଫୋକସ୍ । ୬ ବର୍ଷ ପରେ ଆସିବ ନୂଆ କୃଷି ନୀତି । ଏନେଇ ସଚିବାଳୟରେ ବୈଠକ ପରେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ତେବେ ଏନେଇ ରାଜ୍ୟର ସବୁ ବିକାଶରୁ ମତାମତ ଦେବାକୁ ନିର୍ଦ୍ଦେଶ ଦେଇଛି କୃଷି ବିଭାଗ ।

Show More

Leave a Reply

Your email address will not be published. Required fields are marked *

Related Articles