BREAKING NEWSNATIONALNEWSTOP STORIES

ବୀରେନ୍ଦ୍ର କୁମାର ଲୋକସଭାର ଅସ୍ଥାୟୀ ବାଚସ୍ପତି

ନୂଆଦିଲ୍ଲୀ,୧୧/୦୬ : ଡକ୍ଟର ବିରେନ୍ଦ୍ର କୁମାର ଲୋକସଭାର ଅସ୍ଥାୟୀ ବାଚସ୍ପତି ହେବେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟପ୍ରଦେଶର ସାଗରରୁ ବିଜେପିର ସାସଂଦ ରହିଥିବା ୬୫ ବର୍ଷୀୟ ବୀରେନ୍ଦ୍ର ୧୯୯୬ ମସିହାରୁ ନିର୍ବାଚିତ ହୋଇ ଆସୁଛନ୍ତି । ତେବେ ଲୋକସଭାର ୧୭ ତମ ଅସ୍ଥାୟୀ ବାଚସ୍ପତି ହେଉଛନ୍ତି ବୀରେନ୍ଦ୍ର । ୬ ଥର ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି ବୀରେନ୍ଦ୍ର ଜୁନ ୧୮ ତାରିଖରେ ଏଥିପାଇଁ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

Show More

Leave a Reply

Your email address will not be published. Required fields are marked *

Related Articles