BREAKING NEWSCRICKETSPORTSPORTSTOP STORIES

ଟିମ୍ ଇଣ୍ଡିଆକୁ ଝଟକା, ୩ ସପ୍ତାହ ପାଇଁ ଟିମରୁ ବାଦ୍ ପଡିଲେ ଶିଖର ଧୱନ

ନୂଆଦିଲ୍ଲୀ,୧୧ ।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପରେ ଭାରତକୁ ଲାଗିଛି ଶକ୍ତ ଝଟକା । ୨୦୧୯ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଶତକ ହାସଲ କରିଥିବା ଶିଖର ଧୱନ ଆସନ୍ତା ୩ ସପ୍ତାହ ପାଇଁ ଟିମରୁ ବାଦ୍ ପଡିଛନ୍ତି । ଶିଖରଙ୍କ ହାତରେ ଆଘାତ ଲାଗିବା କାରଣରୁ ସେ ଦଳରୁ ବାଦ୍ ପଡିଛନ୍ତି । ଏହି କାରଣରୁ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳିପାରିବେନି ଧୱନ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶିଖରଙ୍କ ହାତରେ ଆଘାତ ଲାଗିଥିଲା ।

Show More

Leave a Reply

Your email address will not be published. Required fields are marked *

Related Articles