CRICKETNEWSSPORTTOP STORIES

ଟିମ ଇଣ୍ଡିଆ ସହ ରହିବେ ଶିଖର ଧୱନ

ନୂଆଦିଲ୍ଲୀ, ୧୧ା୬: ଶିଖର ଧୱନ ଆହତ ହୋଇଥିଲେ ମଧ୍ୟ ଟିମ ଇଣ୍ଡିଆ ସହ ରହିବେ । ଧୱନଙ୍କ ଆଘାତ ଉପରେ ନଜର ରଖିବେ ବିସିସିଆଇ । ହାତରେ ଆଘାତ କାରଣରୁ ଆଗାମୀ ମ୍ୟାଚ ଧୱନ ଖେଳିପାରିବେନି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୱନଙ୍କ ହାତରେ ଆଘାତ ଲାଗିଥିଲା ।

ଉଲ୍ଳେଖ୍ୟଯୋଗ୍ୟ ଯେ ୨୦୧୯ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଶତକ ହାସଲ କରିଥିବା ଶିଖର ଧୱନ ଆସନ୍ତା ୩ ସପ୍ତାହ ପାଇଁ ଟିମରୁ ବାଦ୍ ପଡିବେ ବୋଲି ସୂଚନା ମିଳିଥିଲା । ଶିଖରଙ୍କ ହାତରେ ଆଘାତ ଲାଗିବା କାରଣରୁ ସେ ଦଳରୁ ବାଦ୍ ପଡିଛନ୍ତି । ଏହି କାରଣରୁ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଧୱନ ଖେଳିପାରିବେନି ବୋଲି ଚର୍ଚ୍ଚା ହେଉଛି ।

Show More

Leave a Reply

Your email address will not be published. Required fields are marked *

Related Articles