NEWSODISHATOP STORIES

ଜେଇଙ୍କୁ ଉଠବସ ଘଟଣାରେ ଦୁଃଖ ପ୍ରକାଶ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ,୧୨/୦୬ : ପାଟଣାଗଡ ସରକାରୀ ଯନ୍ତ୍ରୀଙ୍କୁ ଉଠବସ କରାଇବା ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ‘ଆଦିବାସୀଙ୍କୁ ସେ ସମ୍ମାନ ଦିଅନ୍ତି ଓ କୌଣସି ଆଦିବାସୀଙ୍କୁ ସେ ଖରାପ ଭାଷା କିମ୍ବା ଆକ୍ଷେପ କରି ନାହାନ୍ତି’ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି । ତେବେ ନିମ୍ନମାନର କାମ ପାଇଁ ଗ୍ରାମବାସୀ ତାଙ୍କୁ ଡାକିଥିବା ବେଳେ ଯାହା ଘଟିଯାଇଛି, ସେଥିପାଇଁ ସେ ଦୁଃଖିତ ବୋଲି ମଧ୍ୟ କହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles