NATIONALNEWSTOP STORIES

ଜୁଲାଇ ୧୫ରେ ଭାରତର ଚନ୍ଦ୍ର ଅଭିଯାନ

ନୂଆଦିଲ୍ଲୀ,୧୨/୦୬ : ଶ୍ରୀହରିକୋଟାରୁ ଜୁଲାଇ ୧୫ରେ ପ୍ରକ୍ଷେପିତ ହେବ ଚନ୍ଦ୍ରଯାନ-୨ । ରାତି ୨ଟା ୫୧ ମିନିଟରେ ଚନ୍ଦ୍ର ଅଭିଯାନ ଲଞ୍ଚ ହେବ ଏବଂ ସେପ୍ଟେମ୍ବର ୬ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ରୋଭର । ତେବେ ଚନ୍ଦ୍ରରେ ଲ୍ୟାଣ୍ଡ କରିବାକୁ ଥିବା ଯାନର ନାମ ‘ବିକ୍ରମ’ ରଖାଯାଇଛି । ଏହାର ଓଜନ ୩.୨ ଟନ ଥିବା ବେଳେ ଏହା ଉପରେ ୬୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଇସ୍ରୋ କହିଛି ।

Show More

Leave a Reply

Your email address will not be published. Required fields are marked *

Related Articles