NEWSODISHATOP STORIES

ସନ୍ଧ୍ୟା ୬.୩୦ ସୁଦ୍ଧା ୫ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): କାଲିଠାରୁ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇଛି । ବାହାରକୁ ବାହାରିବା ଯେମିତି ମୁସ୍କିଲ ହୋଇଗଲାଣି । କେତେକ ଜିଲ୍ଲାରେ ମଧ୍ୟ ଏବେ ବଜ୍ରପାତ ସାଙ୍ଗକୁ ବର୍ଷା ହେଉଛି । ପ୍ରବଳ ବଜ୍ରପାତ ଯୋଗୁ ବହୁ ଧନଜୀବନ ହାନି ହେଉଛି । ସେହିପରି ଆଜି ସନ୍ଧ୍ୟା ୬.୩୦ସୁଦ୍ଧା ବଜ୍ରପାତକୁ ନେଇ୫ ଜିଲ୍ଲାକୁ ସାବଧାନ କରିଛି ପାଣିପାଗ ବିଭାଗ । ୫ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ, କନ୍ଧମାଳ ଓ ଗଜପତି ।

Show More

Leave a Reply

Your email address will not be published. Required fields are marked *

Related Articles