NEWSODISHATOP STORIES

ASI ଟିମ ଶ୍ରୀମନ୍ଦିରରେ କରିବ ଅନୁଧ୍ୟାନ, ୧୪ତାରିଖ ସୁଦ୍ଧା ଶେଷ ହେବ କାମ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକ ପରେ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିରରେ ଆସନ୍ତା ୫ ଓ ୬ରେ ASI ଟିମ ଅନୁଧ୍ୟାନ କରିବ । ଶ୍ରୀମନ୍ଦିର ମରାମତି ପାଇଁ ୬ରୁ କାମ ଆରମ୍ଭ ହେବ । ଏବଂ ୧୪ତାରିଖ ସନ୍ଧ୍ୟା ସୁଦ୍ଧା ଶ୍ରୀମନ୍ଦିର କାମ ଶେଷ କରାଯିବ ।

Show More

Leave a Reply

Your email address will not be published. Required fields are marked *

Related Articles