NEWSODISHATOP STORIES

ନିମ୍ନମାନର ରାସ୍ତା କାମକୁ ନେଇ ଜେଇଙ୍କୁ ବସଉଠ ପ୍ରସଙ୍ଗ, ପାଟଣାଗଡ଼ ରାସ୍ତାକାମର ତଦନ୍ତ ଆରମ୍ଭ

ପାଟଣାଗଡ଼, ୧୨ା୬(ଓଡ଼ିଶା ଭାସ୍କର): ନିମ୍ନମାନର ରାସ୍ତା କାମକୁ ନେଇ ଜେଇଙ୍କୁ ବସଉଠ କରିଥିଲେ ପାଟଣାଗଡ଼ ବିଧାୟକ । ଆଜି ଗମ୍ଭୀର ଗାଁର ରାସ୍ତା କାମର ତଦନ୍ତ ଆରମ୍ଭ ହୋଇଛି । ସମ୍ବଲପୁର ଚିଫ ଇଞ୍ଜିନିୟର ଓ କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀ ତଦନ୍ତ କରିବେ । ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

Show More

Leave a Reply

Your email address will not be published. Required fields are marked *

Related Articles