NATIONALNATIONAL NEWSNEWSTOP STORIES

ଆତଙ୍କବାଦୀ ହମଲାରେ ୫ CRPF ଯବାନ ସହିଦ

ଜାମ୍ମୁକାଶ୍ମୀରି, ୧୨ା୬: ସିଆରପିଏଫ ଓ ପୋଲିସ ଟିମ ଉପରେ ଆତଙ୍କୀ ହମଲା ହୋଇଛି । ଆତଙ୍କୀ ହମଲାରେ ୫ CRPF ଯବାନ ସହିଦ ହୋଇଥିବା ବେଳେ 4 ଯବାନ ଆହତ ହୋଇଛନ୍ତି । ଅନନ୍ତନାଗରେ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ହୋଇଛି । ଏନକାଉଣ୍ଟରରେ ଜଣେ ଆତଙ୍କୀ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ମିଳିଛି । ବାଇକରେ ମୁଖାପିନ୍ଧି ୨ଜଣ ଆତଙ୍କବାଦୀ ଆସିଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles