NATIONALNATIONAL NEWSNEWSTOP STORIES

ଜାମ୍ମୁ ଓ କାଶ୍ମୀରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନର ଅବଧି

ନୂଆଦିଲ୍ଲୀ, ୧୨ା୬: ଜାମୁକାଶ୍ମୀରିରେ ଆଉ ୬ମାସ ରାଷ୍ଟ୍ରପତି ଶାସନ ବଢ଼ିଛି । ଆସନ୍ତା ଜୁଲାଇ ୩ରୁ ଆଉ ୬ମାସ ରାଷ୍ଟ୍ରପତି ଶାସନ ଲାଗୁ ହେବ । ରାଜ୍ୟପାଳଙ୍କସୁପାରିସ ଅନୁସାରେ ରାଷ୍ଟ୍ରପତି ଶାସନ ମିଆଦ ବଢ଼ିଲା । କ୍ୟାବିନେଟରେ ରାଷ୍ଟ୍ରପତି ଶାସନ ବୃଦ୍ଧିକୁ ଅନୁମୋଦନ ହୋଇଛି । ଜାମ୍ମୁକାଶ୍ମୀରି ସରକ୍ଷଣ ବିଲ ୨୦୧୯କୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏଲଓସିକୁ ଲାଗି ଜାମ୍ମୁ, ଶାମ୍ବା ଓ କଠୁଆର ଅଧିବାସୀଙ୍କୁ ଆରକ୍ଷଣ ସୁବିଧା ମିଳିବ । ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ଏହି ସଂରକ୍ଷଣ ଲାଗୁ ହେବ ।

Show More

Leave a Reply

Your email address will not be published. Required fields are marked *

Related Articles