NATIONALNATIONAL NEWSNEWSTOP STORIES

ଆଧାରକାର୍ଡ଼ ପ୍ରଚଳନକୁ ଲୋକାଭିମୁଖ

ନୂଆଦିଲ୍ଲୀ, ୧୨ା୮: ଆଧାରକାର୍ଡ଼ ପ୍ରଚଳନକୁ ଲୋକାଭିମୁଖ କରିବାକୁ ନିଷ୍ପତ୍ତି ହୋଇଛି । ଆଧାର ସମ୍ପର୍କିତ ଆଇନକୁ କ୍ୟାବିନେଟର ଅନୁମୋଦନ ହୋଇଛି । ୨୦୧୯ ମାର୍ଚ୍ଚରେ ଲାଗୁ ଅଧ୍ୟାଦେଶ ବଦଳରେ ଆଧାର ବିଲ ଆସିବ । ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଧାରବିଲ ଲୋକଙ୍କ ଆକାଂକ୍ଷା ପୂରଣ ନେଇ ସରକାର ଆଶାବାଦୀ ଅଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles