NATIONALNATIONAL NEWSNEWSTOP STORIES

ଜଗନ ମୋହନ ରେଡ୍ଡିଙ୍କ ଦଳକୁ ମିଳିବ ଉପବାଚସ୍ପତି ପଦ!

ନୂଆଦିଲ୍ଲୀ, ୧୨ା୬: ଲୋକସଭା ଉପବାଚସ୍ପତି ପଦକୁ ନେଇ ବିଜେପିର ନୂଆ ରଣନୀତି ଦେଖାଦେଇଛି । ଜଗନ ମୋହନ ରେଡ୍ଡିଙ୍କ YSR କଂଗ୍ରେସକୁ ପଦ ପାଇଁ ଅଫର କରିଛି ବିଜେପି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜଗନଙ୍କ YSR କଂଗ୍ରେସକୁ ପଦ ଅଫର କରିଛି ବିଜେପି  । ସଂଖ୍ୟା ଦୃଷ୍ଟିରୁ ୪ର୍ଥ ସର୍ବବୃହତ ବଡ଼ YSR କଂଗ୍ରେସ । ପୂର୍ବରୁ ଏହି ପଦ ବିଜେଡ଼ିକି ମିଳିବ ବୋଲି ଚର୍ଚ୍ଚା ଚାଲିଥିଲା । ଜଗନ ମୋହନ ରେଡ୍ଡିଙ୍କ ସଫଳତା ପଛରେ ପ୍ରଶାନ୍ତ କିଶୋରଙ୍କ ଅବଦାନ ରହିଛି । YSR କଂଗ୍ରେସର ବିପୁଳ ବିଜୟ ପ୍ରଶାନ୍ତଙ୍କ ପାଇଁ ହୋଇଛି ।୨୦୧୪ ଅପେକ୍ଷା ୧୯ରେ ଜଗନଙ୍କ ଦଳ ଭଲ ପ୍ରଦର୍ଶନ କରିଥିଲା ।

Show More

Leave a Reply

Your email address will not be published. Required fields are marked *

Related Articles