GADGETSHOMES & GARDENSNEWSTECHTECH NEWSTOP STORIES

ଛୋଟା ପ୍ୟାକେଟ୍ ସ୍ମାର୍ଟ ଧମାକା ; ବଜାରରେ ପ୍ରବେଶ କଲା Xiamoi Mi ସ୍ମାର୍ଟ ଏଲଇଡି ବଲ୍ବ

ନୂଆଦିଲ୍ଲୀ,୧୩/୦୬ : ଛୋଟା ପ୍ୟାକେଟ୍ ସ୍ମାର୍ଟ ଧମାକା । ଆଜ୍ଞା ହଁ, ସାଓମୀ ଏବେ ଖାଲି ସ୍ମାର୍ଟ ଫୋନ ନୁହେଁ ବରଂ ଅନ୍ୟ ପ୍ରଡକ୍ଟ ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିବା ଆରମ୍ଭ କଲାଣି । ପୂର୍ବ ସୂଚୀରେ ଫୋନ, ଟିଭି, ମୀ ବ୍ୟାଣ୍ଡ ଓ ସାଉଣ୍ଡବାର୍ ସାମିଲ ଥିଲା । ମାତ୍ର ଏବେ ଏହା ସହ ଏଲଇଡି ବଲ୍ବ ବି ସାମିଲ ହୋଇଛି । ଆଜ୍ଞା ହଁ, ଆମେ କହୁଛୁ ମୀ ଏଲଇଡି ସ୍ମାର୍ଟ ବଲ୍ବ କଥା । ମାର୍କେଟରେ ଉପଲବ୍ଧ ଥିବା ଫିଲିପ୍ସ, ସିକ୍କା, ବିପ୍ରୋ ଅନ୍ୟ ବ୍ରାଣ୍ଡକୁ ଟକ୍କର ଦେବା ପାଇଁ ଏହା ବର୍ତ୍ତମାନ ସଂପୂର୍ଣ୍ଣରୂପେ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଏହା ଛୋଟ ଅଛି, ମାତ୍ର ଦମଦାର । ମୀ ବ୍ରାଣ୍ଡ ସହ ଏହା ଗ୍ରେ କଲରରେ ବଜାରରେ ଉପଲବ୍ଧ ହେଉଛି ।

Show More

Leave a Reply

Your email address will not be published. Required fields are marked *

Related Articles