NEWSODISHATOP STORIES

ଜୁଲାଇ ୮ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ଆରମ୍ଭ

ଭୁବନେଶ୍ୱର,୧୩ ।୬(ଓଡିଶା ଭାସ୍କର): ଜୁଲାଇ ୮ରୁ ଆରମ୍ଭ ହେବାକୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା । ୮ ତାରିଖରୁ ଆରମ୍ଭ ହୋଇ ୧୪ ଯାଏଁ ଚାଲିବ ଏହି ପରୀକ୍ଷା । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସମ୍ପାଦକ ରାମାଶିଷ ହାଜରା । ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତତି ଶେଷ ହୋଇଛି । ସକାଳ ୯ଟାରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ତେବେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଜୁଲାଇ ୮ରୁ ଆରମ୍ଭ ହୋଇ ୧୬ରେ ସରିବ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles