BOLLYWOODENTERTAINMENTNEWSTOP STORIES

ମି ଠୁ ମାମଲାରେ ନାନା ପାଟେକରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ, ୧୩ା୬: ମିଠୁ ମାମଲାରେ ବଲିଉଡ଼ ଅଭିନେତା ନାନା ପାଟେକରଙ୍କୁ ଆଶ୍ୱସ୍ତି ମିଳିଛି । ତନୁଶ୍ରୀ ଦତ୍ତଙ୍କ ଅଭିଯୋଗରେ ମୁମ୍ବାଇ ପୋଲିସ କୌଣସ ପ୍ରମାଣ ପାଇଲାନି । ଅନେ୍ଧରୀ କୋର୍ଟରେ ପ୍ରମାଣ ନମିଳିବା ନେଇ ରିପୋର୍ଟ ପୋଲିସ ଦେଇଛି । ଗତବର୍ଷ ନାନାଙ୍କ ନାଁରେ ଯୌନ ନିର‌୍ୟାତନା ଅଭିଯୋଗ ତନୁଶ୍ରୀ ଆଣିଥିଲେ । ମୁମ୍ବାଇର ଓଶିୱାରା ଥାନାରେ ତନୁଶ୍ରୀ ଦତ୍ତ ଏତଲା ଦେଇଥିଲେ ।

Show More

Leave a Reply

Your email address will not be published. Required fields are marked *

Related Articles